ମନମୋହନ ସିଂହଙ୍କ ପରଲୋକ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଛି। ୯୨ ବର୍ଷ ବୟସରେ ମନମୋହନ ସିଂହଙ୍କ ଦେହାନ୍ତ ହୋଇଛି। ୨୦୦୪ ରୁ ୨୦୧୪ ଯାଏଁ ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ। ଅର୍ଥ ମନ୍ତ୍ରୀ ଥିବା ବେଳେ ଅନେକ ସଂସ୍କାର ଆଣିଥିଲେ ମନମୋହନ ।