ୟୁନିଟ୍ ୨ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ

Nov 1, 2024 - 19:53
 35
ୟୁନିଟ୍ ୨ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍ -୨ ଭୂତଳ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଏକାଧିକ ଦୋକାନ ଘର। ଲକ୍ଷାଧିକ ଟଙ୍କା ର ଆସବାବ ପତ୍ର ଜଳିପୋଡି ନଷ୍ଟ ହୋଇଥିବା ସୂଚନା। ପ୍ରାୟ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏଥିରେ ୨୦ ରୁ ଅଧିକ ଦୋକାନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।