ବଢ଼ିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

Nov 1, 2024 - 19:53
 37

ଭୁବନେଶ୍ୱର: ବଢ଼ିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ୬୨ ଟଙ୍କା ବଢ଼ିଲା ୧୯ କେଜି ସିଲିଣ୍ଡର ଦର। ନୂଆଦିଲ୍ଲୀରେ ସିଲିଣ୍ଡର ଦର ୧୮୦୨ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।