ବଢ଼ିଲା ଖାଇବା ତେଲ ଦର

Sep 16, 2024 - 15:12
 101
ବଢ଼ିଲା ଖାଇବା ତେଲ ଦର

ଭୁବନେଶ୍ୱର: ମହଙ୍ଗା ହେଲା ଖାଇବା ତେଲ। ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲ ୨୦ ଟଙ୍କା ବୃଦ୍ଧି ପାଇଛି। ଆମଦାନୀ ଶୁଳ୍କ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଦର ବୃଦ୍ଧି ଯୋଗୁଁ ଖାଉଟିଙ୍କ ଉପରେ ପଡ଼ିଛି ସିଧାସଳଖ ପ୍ରଭାବ।