ମାର୍ଚ୍ଚ ୨୧ରୁ ଆଇପିଏଲ୍

Jan 12, 2025 - 20:31
 101
ମାର୍ଚ୍ଚ ୨୧ରୁ ଆଇପିଏଲ୍

ଭୁବନେଶ୍ୱର: ମାର୍ଚ୍ଚ ୨୧ ତାରିଖରୁ ଆରମ୍ଭ ହେବ ଆଇପିଏଲ୍ । ଆଇପିଏଲ ପାଇଁ ଘୋଷଣା ହେଲା କ୍ରୀଡ଼ାସୂଚୀ। ମେ' ୨୫ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ୍। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ଏହି ସୂଚନା ଦେଇଛନ୍ତି।