ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଫୁଟିଲା ଗୁଳି

Jan 12, 2025 - 20:32
 5
ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଫୁଟିଲା ଗୁଳି

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଫୁଟିଲା ଗୁଳି। ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରକୁ ମାଛ ମାଫିଆ ଆକ୍ରମଣ କରିଥିବା ସୂଚନା। ବେଆଇନ୍ ମାଛ ମାରୁଥିବା ବେଳେ ଚଢ଼ାଉ କରିଥିଲା ବନବିଭାଗ। ୩ଟି ଟ୍ରଲର ଜବତ ସହ ୯ ଜଣଙ୍କୁ ଧରି ସାଙ୍ଗରେ ଆଣୁଥିଲା। ପାଟ୍ରୋଲିଂ ଟିମ୍‌କୁ ଘେରି ସଂଘବଦ୍ଧ ଆକ୍ରମଣ କଲେ ମାଛ ମାଫିଆ। ଗୁଳି ଫୁଟାଇ ଜୋରଜବରଦସ୍ତ ୮ ଜଣଙ୍କୁ ଛଡ଼ାଇ ନେଲେ ମାଫିଆ।