ଅଜଣା ଗାଡ଼ି ଧକ୍କାରେ କଲରା ପତରିଆ ବାଘ ଛୁଆର ମୃତ୍ୟୁ

Oct 16, 2024 - 21:08
 7
ଅଜଣା ଗାଡ଼ି ଧକ୍କାରେ କଲରା ପତରିଆ ବାଘ ଛୁଆର ମୃତ୍ୟୁ

ବରଗଡ଼: ବରଗଡ଼ ଅମ୍ବାଭୋନା ବ୍ଲକ ମୁଣ୍ଡକଟି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଏକ କଲରା ପତରିଆ ବାଘ ଛୁଆର ମୃତ୍ୟୁ ହୋଇଛି। ମୃତ ବାଘ ଛୁଆର ବୟସ ଏକ ବର୍ଷ, ଲମ୍ବ ୨ ଫୁଟ୍। ବାଘ ଛୁଆର ମୃତଦେହ ଉଦ୍ଧାର କଲା ବନ ବିଭାଗ।