ସରପଞ୍ଚଙ୍କ ଘରକୁ ବୋମାମାଡ଼

Oct 16, 2024 - 21:06
 5

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଫୁଲଟା ସରପଞ୍ଚଙ୍କ ଘରେ ବୋମାମାଡ଼ ହୋଇଛି। ଫୁଲଟା ସରପଞ୍ଚ ମମତା ନାହାକଙ୍କ ଘରକୁ ବିଳମ୍ବିତ ରାତିରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଥିବା ଜଣାପଡ଼ିଛି। ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି।