ଶିବ ମନ୍ଦିରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Mar 1, 2025 - 22:50
 6

ଯାଜପୁର: ଯାଜପୁର ମୋଟରଙ୍ଗାପାଳ ଗାଁର ଈଶାଣେଶ୍ଵର ଶିବ ମନ୍ଦିରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଶିବମନ୍ଦିରରୁ ଉଦ୍ଧାର ମୃତକ ହେଲେ ମନୋଜ ଜେନା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।