ପିଆଜ କଲାବଜାରି କଲେ କାର୍ଯ୍ୟାନୁଷ୍ଠାନ

Oct 29, 2023 - 17:17
 42
ପିଆଜ କଲାବଜାରି କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପିଆଜ କଲାବଜାରି କଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି ତାଗିଦ କଲେ ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ପିଆଜ ଅମଳ ସମୟ ପାଖେଇ ଆସିଲାଣି। ଖାଉଟି କିଭଳି ସଠିକ୍ ଦାମ୍ ରେ ପିଆଜ ପାଇବେ, ତାହା ଉପରେ ଗୁରୁତ୍ଵ ଦେଇଆଯାଇଛି। କଳାବଜାରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।