ଭିଆରଏସ ଆବେଦନ କଲେ ସୁଜାତା

୫ଟି କୁ ଏବଂ ନବୀନ ଓଡିଶାକୁ ସହଯୋଗ କରିବା ସକାଶେ, ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଧର୍ମପତ୍ନୀ ତଥା ମିଶନ ଶକ୍ତିର ଅଧ୍ୟକ୍ଷା ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଭି ଆର ଏସ ଆବେଦନ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି,,, ତେବେ କଣ ପାଇଁ ଓ କାହିଁକି ଭି ଆର ଏସ ଆବେଦନ କଲେ ତା ଜଣା ପଡି ନଥିଲେ ମଧ୍ୟ,,
ଏହା ସିଧା ସଳଖ କୁହାଯାଇ ପାରେ ଯେ,, ଫିଙ୍ଗରପ୍ରିଣ୍ଟ ଆଗରୁ ଯାହା କଳନା କରିଥିଲା,, ଆଗକୁ ତାହା ହିଁ ହେବାକୁ ଯାଉଛି,, ଅର୍ଥାତ ସୁଜାତା ହିଁ ହେଇ ପାରନ୍ତି, ଆଗାମୀ ଦିନର ଓଡିଶା ମୁଖ୍ୟମନ୍ତ୍ରୀ ଓ ଭି କାର୍ତ୍ତିକେୟନ ହେବେ ବିଜେଡି ମୁଖ୍ୟ ତଥା ବିଜୁବାବୁଙ୍କ ନାମରେ ଗଠନ ହେଇଥିବା ଦଳର ଭବିଷ୍ୟତ..