ଓଡ଼ିଶାରେ ଲାଗୁ ହେବ ପେଶା ଆଇନ୍
ଭୁବନେଶ୍ୱର: ଓଡ଼ିଶାରେ ଖୁବ୍ ଶୀଘ୍ର ଲାଗୁ ହେବ ପେଶା ଆଇନ୍। ଏହି ଆଇନ୍ ଲାଗୁ ହେଲେ ଆଦିବାସୀ ଉପକୃତ ହେବେ। ଲୋକଙ୍କ ପ୍ରତିନିଧି ହିଁ କ୍ଷମତାର ଅଧିକାରୀ। ସରପଞ୍ଚଙ୍କର ଥିବା ୨୨ଟି କ୍ଷମତା ସେ ପ୍ରୟୋଗ କରି କାର୍ଯ୍ୟ କରିପାରିବେ। ଏହି ସୂଚନା ଦେଇଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ।