ଜେଲ୍ ଏଡିଜି ଅମିତାବ ଠାକୁରଙ୍କ ନାଁରେ ଫେକ୍ ଆକାଉଣ୍ଟ

Sep 3, 2024 - 21:39
 6

ଭୁବନେଶ୍ଵର: ଜେଲ୍ ଏଡିଜି ଅମିତାବ ଠାକୁରଙ୍କ ନାଁରେ ଫେକ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଭୁବନେଶ୍ୱର ଡିସିପି ଓ କ୍ରାଇମ୍ ବ୍ରାଞ୍ଚକୁ ଅବଗତ କରାଇଛନ୍ତି ଏଡିଜି। ଇନଷ୍ଟାଗ୍ରାମ୍ କୁ ମଧ୍ୟ ରିପୋର୍ଟ କରିଛନ୍ତି ଠାକୁର। ଫେକ୍ ଆକାଉଣ୍ଟ ଖୋଲି ତାଙ୍କ ମାଗୁଛି ସାଇବର ଠକ। ଏଭଳି ମେସେଜ ପାଇଲେ ଅର୍ଥ କାରବାର ନକରିବାକୁ ପରାମର୍ଶ ଦେଇଛନ୍ତି ଏଡିଜି।