ଆନ୍ଧ୍ର-ଓଡ଼ିଶା ସୀମାରେ ଦୁର୍ଘଟଣାର ୨୦ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍

Oct 30, 2023 - 13:28
 7
ଆନ୍ଧ୍ର-ଓଡ଼ିଶା ସୀମାରେ ଦୁର୍ଘଟଣାର ୨୦ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ସୀମାରେ ହୋଇଥିବା ଦୁର୍ଘଟଣାର ୨୦ ଘଣ୍ଟା ପରେ ଗଡ଼ିଲା ପ୍ରଥମ ଟ୍ରେନ୍। ଗୋଟିଏ ଧାରଣାରେ ପରୀକ୍ଷାମୂଳକ ଭାବେ ଗଡ଼ିଲା ଟ୍ରେନ୍। ସିଗ୍ନାଲ ନମାନି ଟ୍ରେନ୍ ଆଗକୁ ଯିବାରୁ ଗତକାଲି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏହା ଉପରେ ଅଧିକ ତଦନ୍ତ ଜାରି ରହିଛି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ ରେ ପହଞ୍ଚିଛି।