ପଦ୍ମଶ୍ରୀ ରଜତ କୁମାର କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ମରଣିକା "ସଳିତା" ପ୍ରକାଶିତ ଅବସରରେ କୋରାପୁଟର ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ କବିତା ସ୍ଥାନିତ

Jun 6, 2023 - 18:00
 6
ପଦ୍ମଶ୍ରୀ ରଜତ କୁମାର କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ମରଣିକା "ସଳିତା" ପ୍ରକାଶିତ ଅବସରରେ କୋରାପୁଟର ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ କବିତା ସ୍ଥାନିତ

କୋରାପୁଟ : ପଦ୍ମଶ୍ରୀ ରଜତ କୁମାର କର ସ୍ମୃତି ସଂସଦ ଆନୁକୂଲ୍ୟରେ ପଦ୍ମଶ୍ରୀ ରଜତ କୁମାର କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ମରଣିକା "ସଳିତା" ପ୍ରକାଶିତ ଅବସରରେ ମୋ ସ୍ୱରଚିତ କବିତା ଶୀର୍ଷକ "ନିଶ୍ଚେ ହେବ ତୁମ୍ଭେ ଅମର" ପ୍ରକାଶିତ ହୋଇଅଛି lବିଭିନ୍ନ ଅନୁଷ୍ଠାନ ସହ ଜଡିତ ହୋଇ ନିଜର ସୁନ୍ଦର ସାହିତ୍ୟ ସୃଷ୍ଟି ନିମନ୍ତେ କବି ତ୍ରିନାଥ ପଟ୍ଟନାୟକଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି l ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ଏକ ପ୍ରତିଷ୍ଠିତ ଯୁବ କବି ତଥା ଅଧ୍ୟାପକ ଅଟନ୍ତି l ସେ କୋରାପୁଟ ଜିଲ୍ଲା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ହୋଇ ବହୁ ସମ୍ବର୍ଦ୍ଧିତ ହୋଇଥିବା ଦେଖାଦେଇଅଛି l ପରିଶେଷରେ ପଦ୍ମଶ୍ରୀ ରଜତ କୁମାର କର ସ୍ମୃତି ସଂସଦର ସଦସ୍ୟ ଇଂ ରଣଜିତ୍ କର,ଡ଼. ତପସ୍ୱିନୀ କର,ଡାକ୍ତର ଅଂଶୁମାନ କର,ଶ୍ରୀମତୀ ଦେବସ୍ମିତା ମହାପାତ୍ର,ଡାକ୍ତର ସୌମ୍ୟା ଶୁଭଦର୍ଶିନୀ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କୁ ଶୁଭେଚ୍ଛା ପ୍ରଦାନ ସ୍ୱରୂପ ତାଙ୍କ ସୁସ୍ଥ ଏବଂ ନିରାମୟ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି l