ସୁବର୍ଣ୍ଣପୁର ବିନିକା ଥାନାରେ କନଷ୍ଟେବଲଙ୍କ ମୃତ୍ୟୁ

Feb 13, 2025 - 19:44
 1

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଜଣେ କନଷ୍ଟେବଲଙ୍କ ମୃତ୍ୟୁ ହୋଇଛି। ଡ୍ୟୁଟି ସାରି ଶୋଇଥିବା ବେଳେ କନଷ୍ଟେବଲ ଦିଲ୍ଲୀପ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା ସୂଚନା। ଥାନା ପରିସରରେ ଥିବା ବ୍ୟାରେକ୍‌ରେ ଶୋଇଥିବା ବେଳେ ମୃତ୍ୟୁ ହୋଇଛି। ପାପକ୍ଷୟ ଲୋକ ମହୋତ୍ସବରୁ ଡ୍ୟୁଟି ସାରି ରାତିରେ ଶୋଇଥିଲେ।