ବାଲେଶ୍ୱର ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ

Oct 17, 2023 - 21:19
 6

ବାଲେଶ୍ଵର: ବାଲେଶ୍ଵର ବସଷ୍ଟାଣ୍ଡରୁ ୩୦ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ୩ ଜଣଙ୍କ ବ୍ୟାଗ୍ ରୁ ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗ ନେଇ ଯାଉଥିବା ବେଳେ ଧରିଲା ପୋଲିସ୍।