ନକଲି ନୋଟ୍ କାରବାର କରି ଜଣେ ଗିରଫ

Oct 18, 2023 - 04:23
 11
ନକଲି ନୋଟ୍ କାରବାର କରି ଜଣେ ଗିରଫ

କଟକ: କଟକରେ ନକଲି ନୋଟ୍ କାରବାର ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ତାରାଶଙ୍କର ମହାନ୍ତି। ତାଙ୍କୁ ଗିରଫ କରିଛି କନ୍ଦରପୁର ଥାନା ପୋଲିସ୍। ତାରାଙ୍କ ପାଖରୁ ୨ଟି ୨୦୦ ଟଙ୍କିଆ ନୋଟ୍ ଓ ଏକ ପ୍ରିଣ୍ଟର ଜବତ କରାଯାଇଛି। ନକଲି ନୋଟ୍ ଦେଇ ଜିନିଷ କିଣିବା ବେଳେ ଧରାପଡ଼ିଥିଲେ ତାରା।