ଭଦ୍ରକରେ ଇଣ୍ଟରନେଟ୍‌ ସେବା ସ୍ବାଭାବିକ

Oct 2, 2024 - 16:37
 6

ଭଦ୍ରକ: ଭଦ୍ରକରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍ ସେବା।

୪ ଦିନ ପରେ ଆଜି ମଧ୍ୟରାତ୍ରୀରୁ ସ୍ବାଭାବିକ ହୋଇଛି ଇଣ୍ଟରନେଟ୍‌ ।

ଉତ୍ତେଜନା ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ୩୩ ଗିରଫ ହୋଇଛନ୍ତି ।

ସ୍ଥିତି ସ୍ବାଭାବିକ ହୋଇଥିଲେ ବି ଭଦ୍ରକ, ସନ୍ଥିଆ, ପୁରୁଣା ବଜାର ଓ ଚନ୍ଦନ ବଜାର ଅଞ୍ଚଳରେ 

ଜାରି ରହିଛି ୧୬୩ ଧାରା।