ଆଜି ମହାଳୟା

Oct 2, 2024 - 16:36
 49
ଆଜି ମହାଳୟା

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା ଅମାବାସ୍ୟା। ବିଭିନ୍ନ ପୁଷ୍କରିଣୀ କୂଳରେ ପିଣ୍ଡଦାନ ପାଇଁ ଲାଗିରହିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ, ମହୋଦଧି ଓ ଶ୍ରୀମନ୍ଦିରର ଉତ୍ତର ଦ୍ଵାର ପେଟ ପିଣ୍ଡଦାନ ପାଇଁ ବେଶ୍ ଭିଡ଼ ପରିଲକ୍ଷିତ ହୋଇଛି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଜଳ, ତିଳ, ତର୍ପଣ ଓ ପିଣ୍ଡଦାନ କରାଯାଉଛି।