ଗ୍ୟାସ୍ ଟାଙ୍କି ଫାଟି ୩ ଗୁରୁତର

Feb 20, 2025 - 23:10
 2

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୁଡ଼ିଆ ସାହିରେ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ୍ ସିଲିଣ୍ଡର୍ ଫାଟିବାରୁ ଗୋଟିଏ ପରିବାରର ୩ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣରେ ଦୁଇ ବଖରା ଘର ଭସ୍ମୀଭୂତ ହୋଇଥିବା ସୂଚନା। ଘରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଫାଟିଲା ସିଲିଣ୍ଡର୍।