ଯାଜପୁରରେ ବାଣ ଲାଗି ଜଳିଗଲା ରଥ

Feb 20, 2025 - 23:09
 1
ଯାଜପୁରରେ ବାଣ ଲାଗି ଜଳିଗଲା ରଥ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ରଥ ଛକରେ ବାଣ ଲାଗି ଜଳିଗଲା ପ୍ରଭୁ ଜଗନ୍ନାଥଙ୍କ ରଥ। ବିବାହ ପ୍ରୋସେସନ୍ ଚାଲିଥିବା ବେଳେ ଅଘଟଣ ଘଟିଛି। ଅଗ୍ନିଶମବାହିନୀ ଦ୍ବାରା ନିଆଁ ଆୟତ୍ତ ହୋଇଛି।