କାକଟପୁରରେ ବୋମାମାଡ଼

Dec 17, 2024 - 20:41
 3

ପୁରୀ: ପୁରୀ ଜିଲ୍ଲା କାକଟପୁର କଟକଣାରେ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାରୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ବୋମାମାଡ଼ରେ ଏକ ବାଇକ୍ ନଷ୍ଟ ହୋଇଯାଇଛି ଓ ଚାଲକ ଆହତ ହୋଇଛନ୍ତି । ବୋମାମାଡ଼ କରିଥିବା ଅଭିଯୋଗରେ ଜଣେ ଯୁବକ ପୋଲିସ୍ ଦ୍ଵାରା ଅଟକ ଥିବା ବେଳେ ତାଙ୍କ ସହଯୋଗୀ ଫେରାର ହୋଇଯାଇଛନ୍ତି।