ଓଡ଼ିଶାରେ ରେକର୍ଡ ସୁନା ବିକ୍ରି

Nov 11, 2023 - 17:05
 9

ଭୁବନେଶ୍ୱର: ଧନତେରସ ଅବସରରେ ଓଡ଼ିଶାରେ ବଢ଼ିଲା ସୁନା ବିକ୍ରି। ଓଡ଼ିଶା ଗହଣା ବ୍ୟବସାୟୀ ସଂଘ ପକ୍ଷରୁ ଏହି ସୂଚନା ମିଳିଛି। ରାଜ୍ୟରେ ପ୍ରାୟ ୬ କ୍ଵିଣ୍ଟାଲରୁ ଅଧିକ ସୁନା ବିକ୍ରି ହୋଇଥିବା ଜଣାପଡ଼ିଛି। ଦର ବୃଦ୍ଧି ସତ୍ତ୍ୱେ ବି ରାଜ୍ୟରେ ରେକର୍ଡ ସୁନା ବିକ୍ରି ହୋଇଛି।