ପୁରୀ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ

Apr 23, 2024 - 16:50
 7

ପୁରୀ: ପୁରୀ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଥିବାରୁ କରାଯାଇଛି ମହାପ୍ରଭୁଙ୍କ ମହାସ୍ନାନ ନୀତି। ମହାସ୍ନାନ ପାଇଁ ଏକ ଘଣ୍ଟା ବିଳମ୍ବରେ ହେଲା ଅନ୍ୟାନ୍ୟ ନୀତିକାନ୍ତି। ମଙ୍ଗଳ ଆଳତି ପୂର୍ବରୁ ଜଣେ ମହିଳା ଭକ୍ତଙ୍କ ହାତ କ୍ଷତ ହୋଇ ରକ୍ତ ପଡ଼ିଥିଲା।