୨୪ରୁ ନବୀନଙ୍କ ପ୍ରଚାର
ଭୁବନେଶ୍ୱର: ୨୦୨୪ ନିର୍ବାଚନ ପ୍ରଚାର ଏପ୍ରିଲ ୨୪ରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ଆରମ୍ଭ କରିବେ ମୁଖ୍ଯମନ୍ତ୍ରୀ ତଥା ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ। ତାଙ୍କ ସହ ହିଞ୍ଜିଳି ଗସ୍ତ କରିବେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ପାଇଁ ଭରିବେ ନାମାଙ୍କନ।