ଗୋଳବାରୁଦ କାରଖାନାରେ ଅଗ୍ନିକାଣ୍ଡ

Apr 9, 2025 - 21:28
 5

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଡ଼ମାଳରେ ଥିବା ଗୋଳବାରୁଦ କାରଖାନାରେ ଅଗ୍ନିକାଣ୍ଡ ହୋଇଛି। କାରଖାନାଖାନା ୬ନମ୍ବର ୟୁନିଟରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ।