ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍ A ଗ୍ରେଡ୍ ମାନ୍ୟତା

Sep 23, 2023 - 12:46
 85
ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍ A ଗ୍ରେଡ୍ ମାନ୍ୟତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଥିବା ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍ A ଗ୍ରେଡ୍ ମାନ୍ୟତା ମିଳିଛି। ସୂଚନା ଅନୁଯାୟୀ, ୩.୧୮ ପଏଣ୍ଟ ସହ ଓଡ଼ିଶାର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଛି। ଭିତ୍ତିଭୂମି ଓ ଷ୍ଟୁଡେଣ୍ଟ ସପୋର୍ଟରେ ସବୁଠୁ ଅଧିକ ଗ୍ରେଡ୍ ମିଳିଥିବା ସୂଚନା। ଗତ ୧୨ ରୁ ୩ ଦିନିଆ ପରିଦର୍ଶନରେ ଆସିଥିଲା ନାକ୍ ର ଏକ ଟିମ୍।