ଶାଳୀନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ଶ୍ରୀମନ୍ଦିରରେ ପ୍ରବେଶ ମନା

Oct 9, 2023 - 17:48
 58
ଶାଳୀନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ଶ୍ରୀମନ୍ଦିରରେ ପ୍ରବେଶ ମନା

ପୁରୀ: ଏଣିକି ଶାଳୀନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ଶ୍ରୀମନ୍ଦିରରେ ପ୍ରବେଶ ମନା। ଏହି ନିୟମ ନୂଆବର୍ଷ ଠାରୁ ଲାଗୁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କୁ ଏନେଇ ସଚେତନ କରାଯିବ। ସିଂହଦ୍ଵାରରେ ନିୟୋଜିତ ଥିବା ଜେଟିପି ଓ ପ୍ରତିହାରୀ ସେବକ ତଦାରଖ କରିବେ।