ଓଡ଼ିଶାରେ ୫ରୁ କମିବ ଶୀତ
ଭୁବନେଶ୍ୱର: ଓଡ଼ିଶାରେ ୫ ତାରିଖରୁ କମିବ ଶୀତ। ଜାନୁଆରୀ ୫ ପରଠୁ ବଢ଼ିବ ରାତି ତାପମାତ୍ରା ଓ କମିବ ଶୀତ। ସମ୍ଭାବ୍ୟ ପଶ୍ଚିମା ଝଡ଼ ପ୍ରଭାବରେ କମିବ ଶୀତ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ହେବା ଯୋଗୁଁ ଥଣ୍ଡା କମିବା ସମ୍ଭାବନା ରହିଛି।