ନୟାଗଡ଼ ରିଜର୍ଭ ପୋଲିସରରେ ଗଣ୍ଡଗୋଳ: ଚାରି ପୋଲିସ କର୍ମଚାରୀ

Jan 3, 2025 - 19:50
 4

ନୟାଗଡ଼: ଜିରୋ ନାଇଟ ପାଳନ ବେଳେ ନୟାଗଡ଼ ରିଜର୍ଭ ପୋଲିସରରେ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ନିଲମ୍ବିତ ହେଲେ ଚାରି ପୋଲିସ କର୍ମଚାରୀ। ପୋଲିସ କନଷ୍ଟେବଳ ଦିଲ୍ଲୀପ ବେହେରା, ସଂଜୟ ମହାପାତ୍ର ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ପୋଲିସ କନଷ୍ଟେବଳ ଦୁର୍ଗାମାଧବ ଦୋରା ଓ ସନ୍ତୋଷ ନାୟକ ମଧ୍ଯ ନିଲମ୍ବିତ ହୋଇଛନ୍ତି।