ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି
ଭୁବନେଶ୍ୱର: ଆଜି ସକାଳୁ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖା ଦେଇଛି। କୁହୁଡ଼ି ସହ ପ୍ରବଳ ଶୀତ ଅନୁଭୂତ ହୋଇଛି। ୧୦ ମିଟର ଯାଏଁ ଦୃଶ୍ୟମାନ ଦୂରତା କମିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେବେ ଆସନ୍ତାକାଲି ଠାରୁ ଓଡ଼ିଶାରେ ସାମାନ୍ୟ କମିବ ଶୀତର ପ୍ରକୋପ।
fingerprint news b... Feb 21, 2025 112
fingerprint news b... Nov 20, 2024 96
fingerprint news b... Oct 5, 2024 100
fingerprint news b... Mar 13, 2025 87
fingerprint news b... Jan 10, 2025 91
Join our subscribers list to get the latest news, updates and special offers directly in your inbox