ମନ୍ତ୍ରୀ, ବିଧାୟକଙ୍କ ଘର ଆଗରେ ଅଧ୍ୟାପକ

Sep 26, 2023 - 11:00
 80
ମନ୍ତ୍ରୀ, ବିଧାୟକଙ୍କ ଘର ଆଗରେ ଅଧ୍ୟାପକ

ଭୁବନେଶ୍ୱର: ସବୁ ମନ୍ତ୍ରୀ ଓ ବିଧାୟକ ଙ୍କ ଘର ଆଗରେ ପହଞ୍ଚିଲେ ଅଧ୍ୟାପକ। ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘର କର୍ମକର୍ତ୍ତା ପହଞ୍ଚିଥିବା ସୂଚନା। ସମାନ କାମକୁ ସମାନ ଦରମା ଦାବି କଲେ ଅଧ୍ୟାପକ।