ସେପ୍ଟେମ୍ୱର ୨୮ ରେ ସରକାରୀ ଛୁଟି
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ୱର ୨୮ ତାରିଖରେ ଓଡ଼ିଶାରେ ସରକାରୀ ଛୁଟି ଘୋଷଣା କରାଯାଇଛି। ମହମ୍ମଦ ଜୟନ୍ତୀ ପାଇଁ ଗୁରୁବାର ସେପ୍ଟେମ୍ୱର ୨୯ ପରିବର୍ତ୍ତେ, ୨୮ ତାରିଖକୁ ଛୁଟି ଘୋଷଣା କରାଯାଇଛି। ଏନେଇ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।