ମୋ ବସ୍‌ ଧକ୍କାରେ ୨ ଗୁରୁତର

Nov 2, 2024 - 19:21
 5
ମୋ ବସ୍‌ ଧକ୍କାରେ ୨ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ବରରେ ‘ମୋ ବସ୍‌’ ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା। ଜଣେ ଯୁବତୀଙ୍କ ହାତ ଉପରେ ବସ୍‌ ମାଡ଼ି ଯାଇଥିବା ସୂଚନା। ଘଟଣାସ୍ଥଳରେ ‘ମୋ ବସ୍‌’କୁ ଅଟକାଇଲେ ଲୋକେ। ନନ୍ଦନକାନନ - ଜୟଦେବ ବିହାର ରାସ୍ତାରେ ଅଟକିଛି ୧୫ ଟି ମୋ ବସ୍।