କୋଟିଏ ଟଙ୍କାର ଗଞ୍ଜେଇ ଜବତ

ମୋହନା: ଗଜପତି ଜିଲ୍ଲା କମଳାପୁର ଗେଟ୍ ନିକଟରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ୍। ମହାରାଷ୍ଟ୍ରକୁ ଚାଲାଣ ବେଳେ ଏକ ପିକଅପ୍ ଭ୍ୟାନରୁ ଗଞ୍ଜେଇ ଧରାପଡ଼ିଥିବା ସୂଚନା। ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା।