ଶିମିଳିପାଳରେ ଲାଗିଲା ୩୬୦ ଡିଗ୍ରୀ କ୍ୟାମେରା
କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳରେ ଲାଗିଲା ୩୬୦ ଡିଗ୍ରୀ ଅର୍ଟିଫିଶିଆଲ ଇଣ୍ଟେଲିଜେନ୍ସ୍ (ଏ ଆଇ) ।କ୍ୟାମେରା ୬ଟି ଟାୱାରରେ ଲଗାଯାଇଛି କ୍ୟାମେରା । ନିଆଁ ଲାଗିଲେ ବନବିଭାଗକୁ ତୁରନ୍ତ ଖବର ଦେବ କ୍ୟାମେରା। ପ୍ରଚଣ୍ଡ ଖରା ଯୋଗୁଁ ଜଳୁଛି ଶିମିଳିପାଳ। ଜଙ୍ଗଲ ଜଳୁଛି ହେଲେ କୋର୍ ଏରିଆରେ ବାଘ ସୁରକ୍ଷିତ ଥିବା ଜଣାପଡ଼ିଛି।