କଟକ ଜିଲ୍ଲା ଚୌଦ୍ୱାର ରେ ଥିବା ଓଡ଼ିଶା ର ସର୍ବ ପ୍ରଥମ ନାବାଳକ ନିଶାମୁକ୍ତି ଓ ପୁନର୍ବାସ ଅନୁଷ୍ଠାନ ପରିବର୍ତ୍ତନ କେନ୍ଦ୍ର ଅନ୍ତେବାସୀ ଙ୍କ ଦ୍ୱାରା ହାତ ତିଆରି ସାମଗ୍ରୀ ବିକ୍ରୟ କେନ୍ଦ୍ର ଉଦଘାଟିତ

Dec 30, 2024 - 22:44
 59
କଟକ ଜିଲ୍ଲା ଚୌଦ୍ୱାର ରେ ଥିବା ଓଡ଼ିଶା ର ସର୍ବ ପ୍ରଥମ ନାବାଳକ ନିଶାମୁକ୍ତି ଓ ପୁନର୍ବାସ ଅନୁଷ୍ଠାନ ପରିବର୍ତ୍ତନ କେନ୍ଦ୍ର ଅନ୍ତେବାସୀ ଙ୍କ ଦ୍ୱାରା ହାତ ତିଆରି ସାମଗ୍ରୀ ବିକ୍ରୟ କେନ୍ଦ୍ର ଉଦଘାଟିତ

କଟକ: କଟକ ଜିଲ୍ଲା ଚୌଦ୍ୱାର ରେ ଥିବା ଓଡ଼ିଶା ର ସର୍ବ ପ୍ରଥମ ନାବାଳକ ନିଶାମୁକ୍ତି ଓ ପୁନର୍ବାସ ଅନୁଷ୍ଠାନ ପରିବର୍ତ୍ତନ କେନ୍ଦ୍ର ଅନ୍ତେବାସୀ ଙ୍କ ଦ୍ୱାରା ହାତ ତିଆରି ସାମଗ୍ରୀ ବିକ୍ରୟ କେନ୍ଦ୍ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ କରକମଳ ରେ ଅନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି।