ଜଳିଗଲା ବାଣ ଦୋକାନ

Nov 12, 2023 - 11:23
 8

ପାରାଦ୍ଵୀପ: ଜଗତସିଂପୁର ଜିଲ୍ଲା ପାରାଦ୍ବୀପରେ ଏକ ବାଣ ଦୋକାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଲକ୍ ଥାନା ନୂଆଗଡ଼ ଛକରେ ଥିବା ବାଣ ଦୋକାନରେ ଘଟିଛି ଏହି ଅଘଟଣ। ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ କଲେ ସ୍ଥାନୀୟ ଲୋକେ।