କେନ୍ଦ୍ରାପଡ଼ା ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ

କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ମିଲିତ କ୍ରିୟାନୁଷ୍ଠାନ କମିଟି। କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅନରୋଧ ଡାକରା ଦିଆଯାଇଛି। ସକାଳ ୬ଟାରୁ କଟକ-ଚାନ୍ଦବାଲି ରାସ୍ତା କରାଯାଇଛି। ଦୈତାରୀ-ପାରାଦୀପ ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି।