ଆଜିଠୁ ମା' ତାରିଣୀଙ୍କ ପୀଠରେ ଚଇତି ପର୍ବ

Apr 9, 2025 - 21:29
 5
ଆଜିଠୁ ମା' ତାରିଣୀଙ୍କ ପୀଠରେ ଚଇତି ପର୍ବ

କେନ୍ଦୁଝର: ଆଜି ଠାରୁ କେନ୍ଦୁଝର ଜିଲ୍ଲା ଘଟଗାଁ ମା'ତାରିଣୀଙ୍କ ଚଇତି ପର୍ବ ଆରମ୍ଭ ହୋଇଛି। ମା'ତାରିଣୀ ପୀଠରେ ୧୫ ତାରିଖ ଯାଏଁ ପାଳିତ ହେବ ଚଇତି ପର୍ବ। ଆଜିଠୁ ୭ ଦିନ ଧରି ମା' ସୁନାବେଶରେ ଦର୍ଶନ ଦେବେ।