ରାଉରକେଲା ନୂଆ ବସଷ୍ଟାଣ୍ଡରୁ ମୃତଦେହ ଉଦ୍ଧାର

Apr 10, 2025 - 22:07
 108

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ନୂଆ ବସଷ୍ଟାଣ୍ଡରୁ ଏକ ମୃତଦେହ ଉଦ୍ଧାର ହୋଇଛି। ରାସ୍ତା ଉପରେ ଶୋଇଥିବା ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ କରିଛି।