ବୌଦ୍ଧରେ ଏପ୍ରିଲ ୧୦ ରୁ ସକାଳୁଆ ସ୍କୁଲ୍

Apr 9, 2025 - 21:27
 5

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବ ସକାଳୁଆ ସ୍କୁଲ୍। ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲିବ ସ୍କୁଲ୍। ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ସକାଳୁଆ ସ୍କୁଲ୍। ପ୍ରଚଣ୍ଡ ଗ୍ରିଶ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।