ବସ୍ ଧକ୍କାରେ ମହିଳା ମୃତ
ନୟାଗଡ଼: ନୟାଗଡ଼ ଜିଲ୍ଲା କରଡ଼ାପଲ୍ଲୀ ଖଣ୍ଡପଡ଼ା ଥାନା କରଡ଼ାପଲ୍ଲୀ ଛକରେ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା। ମୃତକ କରଡ଼ାପଲ୍ଲୀ ଗାଁର ହୁଲ୍ଲାସି ବେହେରା। ମୃତକଙ୍କ ପରିବାରକୁ କ୍ଷେତିପୂରଣ ପ୍ରଦାନ କରିବା ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ସୂଚନା। ବସ୍ କୁ ଅପେକ୍ଷା କରିଥିବା ବେଳେ ଘଟିଛି ଏହି ଘଟଣା।