ଭୁବନେଶ୍ଵରରେ ମହିଳାଙ୍କୁ ହତ୍ୟା

Nov 7, 2023 - 10:35
 8

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଗୋଠପାଟଣା ଅଞ୍ଚଳରେ ଥିବା ଏକ ଜଳଖିଆ ଦୋକାନରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାମ ସସ୍ମିତା ବେହେରା। ରାତିରେ କେହି ଦୁର୍ବୃତ୍ତ ଛୁରିରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି।