ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କଲେ ମୂଖ୍ୟମନ୍ତ୍ରୀ

Mar 17, 2025 - 20:17
 63
ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କଲେ ମୂଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀରୁ ଫେରିବା ପରେ ରମାକାନ୍ତ ରଥଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ। ସିଙ୍ଗାପୁରରୁ ଆସି ପହଞ୍ଚିଲେ ରମାକାନ୍ତ ରଥଙ୍କ ପୁଅ- ବୋହୂ । ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଆଜି ହେବ ଶେଷକୃତ୍ୟ ସଂପନ୍ନ ।