ବ୍ୟବସାୟୀଙ୍କ ଅଳଙ୍କାର ବ୍ୟାଗ ଲୁଟ୍

Jul 10, 2024 - 16:36
 6

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଟି ଥାନା ନରେନ୍ଦ୍ରପୁର ଛକରେ ବ୍ୟବସାୟୀଙ୍କ ଅଳଙ୍କାର ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ। ଲୁଟ୍‌ ସୁନା ଓ ରୁପା ଅଳଙ୍କାର ମୂଲ୍ୟ ୭ ଲକ୍ଷ ହେବ। ସ୍କୁଟିରେ ଅଳଙ୍କାର ନେଇ ଯାଉଥିଲେ ବ୍ୟବସାୟୀ। ବାଇକ୍ ରଖି ଜଳଖିଆ ଖାଉଥିବା ବେଳେ ଲୁଟ୍‌ର ଶିକାର ହୋଇଥିବା ଜଣାପଡ଼ିଛି।