ପିପିଲିରେ ବୋମାମାଡ଼

Apr 11, 2025 - 22:54
 1

ପିପିଲି: ପୁରୀ ଜିଲ୍ଲାର ପିପିଲି ମଙ୍ଗଳପୁର ନିକଟରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଜଣେ ଗୁରୁତର ଓ ୩ ଆହତ ହୋଇଥିବା ସୂଚନା। ଘଟଣାସ୍ଥଳରେ ପିପିଲି ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି। ବୋମାମାଡ଼ର କାରଣ ପୂର୍ବ ଶତ୍ରୁତା ବୋଲି ଅନୁମାନ କରାଯାଉଛି।