ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପରଲୋକ

Sep 1, 2024 - 15:45
 59

ସମ୍ବଲପୁର: ସମ୍ବଲପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପରଲୋକ ଘଟିଛି। ୬୯ ବର୍ଷ ବୟସରେ ହୃଦଘାତ ଯୋଗୁଁ ବ୍ରଜରାଜନଗର ବାସଭବନରେ ତାଙ୍କ ଦେହାନ୍ତ ହୋଇଛି। ୧୯୮୦-୮୫ କଂଗ୍ରେସ ବିଧାୟକ ଥିଲେ ଅଶ୍ଵିନୀ।