ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

Feb 26, 2025 - 23:52
 5
ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଭୁବନେଶ୍ୱର ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ୧୦:୪୦ ରେ ଉଠିଲା ମହାଦୀପ। ବିଳମ୍ବରେ ଉଠିଲା ମହାଦୀପ। ଶିବ ଆରାଧନାରେ ମଗ୍ନ ଅଛନ୍ତି ଶ୍ରଦ୍ଧାଳୁ।